Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ ପଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ୩୦ରୁ୪୦କିମି ବେଗରେ ପବନ, ବିଜୁଳି ଓ଼ ଘଡଘଡି ହେବାନେଇ ଏଲୋ ୱାର୍ଣ୍ଣି ଜାରି

Baudh Sadar, Boudh (Bauda) | Sep 2, 2025
ଓଡ଼ିଶାରେ କିଛିଦିନ ହେବ ବର୍ଷା ସହିତ ପ୍ରବଳ ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡ଼ି ଲାଗିରହିଥିବା ବେଳେ l ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲୀ ବୁଧୁବାର ୩ତାରିଖ ସକାଳ ୮.୩୦ ପଯ୍ୟନ୍ତ ପ୍ରବଲ ବର୍ଷା ସହିତ ୩୦ରୁ୪୦କିଲୋମିଟର ବେଗରେ ପବନ ଓ଼ ବିଜୁଳି, ଘଡଘଡ଼ି ହେବାର ସମ୍ଭାବନା ନେଇ ବୌଦ୍ଧ ଜିଲ୍ଲାକୁ ଏଲୋ ୱାରନିଙ୍ଗ ଜାରି ହୋଇଛି l ଏନେଇ ଆଜି ମଧ୍ୟାନ୍ହ ୧ଟା ସମୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ବକ୍ଷରୁ ସୂଚନା ଜାରି କରାଯାଇଛି
Read More News
T & CPrivacy PolicyContact Us