Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟ ଠାରେ ଜାତୀୟ ରାଜପଥର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବି କଲେ ଅଞ୍ଚଳବାସୀ

Rairakhol, Sambalpur | Sep 2, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ସକାଳେ ରେଢ଼ାଖୋଲ ସହର ମଧ୍ୟ ଦେଇ ଯାଇଥିବା ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଚାରି ଥାକିଆ ରାସ୍ତାକୁ ସହରର ବାହାରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଭେଟି ଦାବି କରିଛନ୍ତି । ସ୍ଵାତନ୍ତ୍ର ଭୂ ଅର୍ଜନ ଅଧିକାରୀ ପ୍ରାଧିକରଣ ବିଭାଗର କାର୍ଯ୍ୟାଳୟରୁ ରାଜପଥର ପାର୍ଶ୍ବରେ ଥିବା ପଟାଧାରୀ ପ୍ରଜାମାନଙ୍କୁ କ୍ଷତିପୂରଣ ଲାଗି ନୋଟିସ ଆସିଛି l
Read More News
T & CPrivacy PolicyContact Us