This browser does not support the video element.
ବୀରମହାରାଜପୁର: ବିନିକା ଥାନା ଅନ୍ତର୍ଗତ କମିରା ଅସୁରଗଡ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଗୁରୁତର
Biramaharajpur, Subarnapur (Sonepur) | Aug 30, 2025
)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ପଞ୍ଚାୟତର କମିରା ଅସୁରଗଡ ଛକ ନିକଟରେ ଆଜି ରାତି ପ୍ରାୟ 8ଟା 30ମିନିଟ ସମୟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗୁରୁତର ବ୍ୟକ୍ତି ଜଣକ ବାବୁପଲି ପଞ୍ଚାୟତ ଦେଣ୍ଡୁ ପଦର ଗ୍ରାମ ର ପିଣ୍ଟୁ ବୋଲି ଜଣା ପଡିଛି। ସୁଚନା ଅନୁସାରେ ବ୍ୟକ୍ତି ଜଣକ କୌଣସି କାମରେ ରାମପୁର ରୁ ଫେରୁଥିବା ବେଳେ ଏକ ଦୃତ ଗତିରେ ଆସୁଥିବା ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିଲା l ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତା ତାକୁ ସଦର ଡାକ୍ତର ଖାନ କୁ ପଠାଇ ଥିବା ଖବର ମିଳିଛି l