This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ମତୋ ଠାରେ ସିପିଆଇର ୨୩ ତମ ଚାନ୍ଦବାଲି ଜୋନ ସମ୍ମିଳନୀ ଅନୁଷ୍ଠିତ
Bhadrak Rural, Bhadrak | Aug 24, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଶତବାର୍ଷିକୀ ସମୋରୋହ ଅବସରରେ ବୈପ୍ଳବିକ ଉତ୍ସାହ ଓ ଉଦ୍ଦୀପନାରେ ଅନୁଷ୍ଠିତ ହୋଇଛି,ଶୋଷିତ,ବଞ୍ଚିତ, ଶ୍ରମିକ କୃଷକ ଙ୍କ ସଂଗ୍ରାମ କୁ ନୂତନ ଗତିଦେବା ଲକ୍ଷ୍ୟ ରେ ଏହି ସମ୍ମିଳନୀ ଅନେକ ଗୁରୁତ୍ତ୍ୱପୂର୍ଣ ସିଦ୍ଧାନ୍ତ ମୂଳ କ ଆଲୋଚନା ଓ ସଂକଳ୍ପ ପରିପୂର୍ଣ୍ଣ ଥିଲା, ଉକ୍ତ ସମ୍ମିଳନୀ ରେ କମ୍ରେଡ କୃଷ୍ଣ ଚନ୍ଦ୍ର ମହାନ୍ତି ଓ କମ୍ରେଡ ବେଣୁଧର ନାୟକଙ୍କୁ ନେଇ ଦୁଇ ଜଣିଆ ସଭାପତି ମଣ୍ଡଳୀ ର ସଞ୍ଚାଳନ ରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ଆଜି ଦିନ ୪ ଘଟିକା ରେ ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।