This browser does not support the video element.
ରେଙ୍ଗାଲି: ଗୋଶାଳା ସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ରରେ ନବ ନିର୍ମିତଗୃହ, ରାସ୍ତା ଏବଂ ଷ୍ଟ୍ରିଟ୍ ଲାଇଟ୍ ର ଉଦଘାଟନୀ ସମାରୋହ ଅନୁଷ୍ଠିତ
Rengali, Sambalpur | Oct 8, 2024
ଗୋଶାଳା ସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ପରିସର କାର୍ଯ୍ୟରତ ଯବାନ ମାନଙ୍କ ପରିବାର ରହିବା ନିମନ୍ତେ ନବ ନିର୍ମିତଗୃହ, ରାସ୍ତା ଏବଂ ଷ୍ଟ୍ରିଟ୍ ଲାଇଟ୍ ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସେକ୍ଟର ସିଆରପିଏଫ ମହାନୀରିକ୍ଷକ ଡଃ ଅର୍ଚ୍ଚନା ଶିବହାରେ ଯୋଗଦାନ କରି ଗୃହ, ରାସ୍ତା, ଷ୍ଟ୍ରିଟ ଲାଇଟ ର ଉଦଘାଟନ କରିଥିଲେ l ସମ୍ବଲପୁର ଗ୍ରୁପ କେନ୍ଦ୍ରର ଉପ ମହାନିରୀକ୍ଷକ ସଞ୍ଜୟ କୁମାର ସିଂ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ l