Download Now Banner

This browser does not support the video element.

ସୁକିନ୍ଦା: ବନ୍ଧଗାଁରେ ବିଷଧର ସାପ କାମୁଡାରେ ଗୃହ ପାଳିତ ଛେଳି ଓ କୁକୁଡ଼ା ମୃତ

Sukinda, Jajpur | Aug 27, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ବନ୍ଧଗାଁ ବାସିନ୍ଦା ନଟବର ମହାନ୍ତଙ୍କ ଗୃହ ପାଳିତ କୁକୁଡ଼ା ଓ ଛେଳି ଗୃହରେ ଏକ ବିଷଧର ନାଗସାପ ପଶି ଦେଶି କୁକୁଡ଼ା ଓ ଛେଳିକୁ ଦଂଶନ କରି ମାରିଦେବା ସହିତ ବିଷଧର ନାଗସାପଟି କୁକୁଡା ଅଣ୍ଡା ଗିଳି ଦେଇ ଫସି ରହିଥିଲା । ପ୍ରଶିକ୍ଷିତ ସାପ ଧରାଳି ମିହିର ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।
Read More News
T & CPrivacy PolicyContact Us