Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ର କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ସାର ଗୋଦାମ ବୁଲି ଅନୁଧ୍ୟାନ କରିଲା ବ୍ଲକ ପ୍ରଶାସନର ସ୍ଵତନ୍ତ୍ର ଟିମ ।

Digapahandi, Ganjam | Sep 6, 2025
ଗଂଜାମ ଜିଲ୍ଲା ର କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ସାର ଗୋଦାମ ବୁଲି ଅନୁଧ୍ୟାନ କରିଲା ବ୍ଲକ ପ୍ରଶାସନର ସ୍ଵତନ୍ତ୍ର ଟିମ । ଏହି ସ୍ଵତନ୍ତ୍ର ଟିମ ଅ।ଜି ଦିନ 11 ଘଣ୍ଟ ସମୟରେ କୁକୁଡାଖଣ୍ଡି ତଥା ବ୍ଲକ ଅଂଚଳରେ ଥିବା ସାର କେନ୍ଦ୍ରର ଗୋଦାମ ଗୁଡିକ ବୁଲି ଅନୁଧ୍ୟାନ କରିଥିଲେ । ଏଥିସହ ଚାଷୀ ମାନେ ଯେଉଁଭଳି ଭାବରେ ସାର ପାଇବାରେ ସଫଳ ହୋଇପାରିବେ ସେ ନେଇ ଡିଲର ମାନଙ୍କୁ ସ୍ଵତନ୍ତ୍ର ଟିମ ନିର୍ଦ୍ଧେଶ ଦେଇଥିବା ସୂଚନା ମିଳିଛି । ଏପରି କି ସାର କଳା ବଜାରି କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନି ଦିଅ।ଯାଇଛି ।
Read More News
T & CPrivacy PolicyContact Us