Download Now Banner

This browser does not support the video element.

ଜୟପୁର: ବାଇକ ଚୋରି ମାମଲା ଓମକାର ନଗର ରୁ ଅଭିଯୁକୁ କୁ ଗିରଫ କଲା ଜୟପୁର ଟାଉନ ପୋଲିସ

Jeypore, Koraput | Sep 4, 2025
ବାଇକ ଚୋରି ମାମଲାରେ ୩ ଅଭିଯୁକ୍ତ କୁ କାବୁ କଲା ଟାଉନ ପୋଲିସ । ୨ ଜଣ ନାବାଳକଙ୍କ ସହ ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରି ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଓମକାର ନଗର କାତ୍ତିକ ମାଝୀ (୨୨) । ବାଇକ ଚୋରି ନେଇ ଜୟପୁର ଟାଉନ ଥାନା ରେ ଅଭିଯୋଗ ହୋଇ ଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ୨ ଜଣ ନାବାଳକ ସହ ଜଣେ ଅଭିଯୁକ୍ତ କାକୁ କରିଥିଲ । ୩ଟି ବାଇକ ଜବତ କରିଛି । ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବେଳେ ୨ ଜଣ ନାବାଳାକକୁ ଜୁଭେଲାଇନ ଜଷ୍ଟିସ ଙ୍କ ନିକଟରେ ହାଜର କରିଛି l
Read More News
T & CPrivacy PolicyContact Us