Download Now Banner

This browser does not support the video element.

ଯୋଡା: ଚମ୍ପୁଆ : ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଧୋବାକୁଚୁଡ଼ା ନିକଟରୁ ଏକ ଶାଳ ବଲହା ବୋଝେଇ ଟ୍ରାକ୍ଟରକୁ ଧରିଛି ବନ ବିଭାଗ ।

Joda, Kendujhar | Apr 28, 2024
ଚମ୍ପୁଆ : ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଧୋବାକୁଚୁଡ଼ା ନିକଟରୁ ଏକ ଶାଳ ବଲହା ବୋଝେଇ ଟ୍ରାକ୍ଟରକୁ ଧରିଛି ବନ ବିଭାଗ । ବନ କର୍ମଚାରୀଙ୍କୁ ଦେଖି ଟ୍ରାକ୍ଟରକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଟ୍ରାକ୍ଟରରେ ସଦ୍ୟ କଟାଯାଇଥିବା ଶାଳ ବଲହା ସବୁ ବୋଝେଇ ହୋଇଛି । ଦୃବୃର୍ତ୍ତମାନେ ଚମକପୁର ସଂରକ୍ଷିତ ଜଙ୍ଗଲରୁ ୩/୪ ବର୍ଷର ଏହି ଶାଳ ଗଛଗୁଡ଼ିକୁ କାଟି ଓଡି ୦୯ ୩୭୬୩ ନମ୍ବର ଟ୍ରାକ୍ଟର ଯୋଗେ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ, ଆଜି ପୂର୍ବାହ୍ନ ୧୦ ଘଟିକାରେ ବାଲିବନ୍ଧ ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଜବତ୍ ହୋଇଥିବା ଟ୍ରାକ୍ଟର ନଂ ଆଧାରରେ ଦୃବ
Read More News
T & CPrivacy PolicyContact Us