Download Now Banner

This browser does not support the video element.

ଜି ଉଦୟଗିରି: କାନବଗେରି ରାସ୍ତା ପେଟ୍ରୋଲ ପମ୍ପ ପାଖରେ ଦୁଇ ସ୍କୁଟି ମଧ୍ୟରେ ଧକ୍କା, ଜଣେ ମହିଳା ଗୁରୁତର ଓ ତିନି ଆହତ

G Udayagiri, Kandhamal | Aug 26, 2025
କାନବଗେରି ରାସ୍ତା ପେଟ୍ରୋଲ ପମ୍ପ ପାଖରେ ଦୁଇ ସ୍କୁଟି ମଧ୍ୟରେ ମୁହଁ। ମୁହିଁ ଧକ୍କା,ଜଣେ ମହିଳା ଗୁରୁତର ,ତିନି ଆହାତ ଜି ଉଦୟଗିରି ମେଡିକାଲ ରେ ଭର୍ତି।ଜି ଉଦୟଗିରି ରୁ କନବେଗେରି ଯାଉଥିବା ଏକ ସ୍କୁଟି ରେ ଦୁଇ ଜଣ ଯାଉଥିବା ବେଳେ ଅପର ପାର୍ଶ୍ଵ ରୁ ଅନ୍ୟ ଏକ ସ୍କୁଟି ରେ ଆସି ମୁହଁ। ମୁହିଁ ଧକ୍କା ହୋଇଥିଲା।ଚାରି ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।ସ୍ଥାନୀୟ ଲୋକେ ସ୍ଥାନୀୟ ଦମକଳ ବାହିନୀ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜି ଉଦୟଗିରି ମେଡିକାଲ ଆଣିଛନ୍ତି।ମେଡିକାଲ ରେ ସମସ୍ତେ ଚିକିତ୍ସା ହେଉଛନ୍ତି।ଚାରି ଜଣ ଙ୍କ ମଧ୍ୟରୁ ଜଣେ ମହିଳା
Read More News
T & CPrivacy PolicyContact Us