Download Now Banner

This browser does not support the video element.

ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରେ ଗଣେଶ ପୂଜା ଧୁମ୍ ଧାମ ରେ ପାଳିତ,ଚିକମିକ ଆଲୋକରେ ଝଲସୁଛି ଲକ୍ଷ୍ମୀପୁର

Lakshmipur, Koraput | Aug 27, 2025
ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆସିଛି ପାର୍ବଣ । ଆଜି ଗଣେଶ ଚତୁର୍ଥୀ । ଗାଁଠୁ ସହର ସବୁଆଡେ ଉତ୍ସବମୁଖର ପରିବେଶ । ବିଭିନ୍ନ ସ୍ଥାନରେ ଶୋଭା ପାଉଛନ୍ତି ବିଘ୍ନ ବିନାଶକଙ୍କ ନିଆରା ପ୍ରତିମା।ପୂଜା କମିଟି ଗୁଡିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି ।ଲକ୍ଷ୍ମୀପୁରରେ ଗଣେଶ ପୂଜା ଧୁମ୍ ଧାମ ରେ ପାଳିତ ହେଉଛି । ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ପୀଠ ସମେତ ସାହି ସାହି ଗଳି ଗଳିରେ ଆଜି ପୂଜା ପାଉଛନ୍ତି ଶ୍ରୀ ଗଣେଶ । ରାତି ୮ଟା ସମୟରେ ଦେଖିବାକୁ ମିଳିଛି ମଣ୍ଡପ ଗୁଡ଼ିକରେ ପୂଜା ପାଉଛନ୍ତି ଶ୍ରୀ ଗଣେଶ। ଚିକମିକ ଆଲୋକରେ ଝଲସୁଛି ଲକ୍ଷ୍ମୀପୁର ।
Read More News
T & CPrivacy PolicyContact Us