Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ପଦାସାହି ରେ ଲଗାଣ ବର୍ଷା ରେ ଜଣେ ଗରିବ ଅସହାୟ ପରିବାରରେ ଖାଇବାକୁ ବସିଥିବା ବେଳେ ଘର କାନ୍ଥ ପଡ଼ିଯିବା ଫଳରେ ଭୟଭୀତ ହୋଇପଡିଛନ୍ତି

G Udayagiri, Kandhamal | Sep 29, 2025
ଜି ଉଦୟଗିରି ପଦାସାହି ରେ ଲଗାଣ ବର୍ଷା ରେ ଜଣେ ଗରିବ ଅସହାୟ ପରିବାରରେ ଖାଇବାକୁ ବସିଥିବା ବେଳେ ଘର କାନ୍ଥ ପଡ଼ିଯିବା ଫଳରେ ଭୟଭୀତ ହୋଇପଡିଛନ୍ତି ପରବାର ଲୋକେ। ସୌଭାଗ୍ୟ ବଶତଃ କାନ୍ଥ ଟି କାହା ଉପରେ ପଡ଼ିନାହିଁ। ମିଳିଥିବା ସୂଚନା ପ୍ରକାରେ ପଦାସାହି ର ମୁନିବର ଦିଗାଳ ଙ୍କ ପରିବାର ଏକ ଝାଟିମାଟି ଘରେ ରହନ୍ତି.। ଆଜି ରାତି ଆଠ ଟା ପରେ ଘରେ ଖାଇ ବସିଥିବା ବେଳେ କାନ୍ଥ ପଡିଯାଇଥିଲା। ଘରେ ଘର ର ମୁରବି ମୁନିବର ବାହାର କୁ ମୁଲଲାଗି ଯାଇଥିବା ବେଳେ ଏହି ଭଳି ଘଟଣା ଘଟିଛି। ସୌଭାଗ୍ୟ ବଶତଃ କାହାର କିଛି ହୋଇନଥିବା ବେଳେ ଘର ଟି ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି।
Read More News
T & CPrivacy PolicyContact Us