Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୁଲିସ ଏବଂ ମାଇନିଙ୍ଗ ବିଭାଗର ମିଳିତ ଚଢ଼ଉ, 5ଟି ବାଲି ବୋଝେଇ ହାଇୱା ଜବତ,5 ଗିରଫ

Biramaharajpur, Subarnapur (Sonepur) | Sep 13, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୁଲିସ ଏବଂ ମାଇନିଙ୍ଗ ବିଭାଗ ମିଳିତ ଭାବରେ ଚଢାଉ କରି 5ଟି ବାଲି ବୋଝେଇ ହାଇୱା ଜବତ ଜଣ 5ଜଣଙ୍କୁ ଗିରଫ କରିଛି l ସୂଚନା ଅନୁସାରେ ଆଜି ଭୋର ସକାଳୁ ବାଲି ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଟିମ୍ ଏବଂ ମାଇନିଙ୍ଗ ବିଭାଗ ମିଳିତ ଭାବରେ ପୋଢ଼ଟିକିରା ଛକ, ଉଦେପଦର ଛକ, ଉଲୁଣ୍ଡା ଟାଉନ ଏବଂ ଥାନା ସମ୍ମୁଖରୁ 5ଟି ବାଲି ବୋଝେଇ ହାଇୱା ଜବତ ସହ ବିଜୁ ଭୋଇ, ସୁନିଲ ପଧାନ, ଶିବେକ୍ ବେହେରା, ଦେବାଶିଷ ପଧାନ, ଶବ୍
Read More News
T & CPrivacy PolicyContact Us