Install App
mishrasanuj
This browser does not support the video element.
ବଲାଙ୍ଗୀର: ଫରେଷ୍ଟ କନଫରେନ୍ସ ହଲ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀଙ୍କ ସମୀକ୍ଷା ବୈଠକରେ ରଖିଲେ ପ୍ରତିକ୍ରିୟା
Balangir, Balangir | Sep 10, 2025
ବଲାଙ୍ଗୀର – ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଝାରୀଙ୍କ ବଲାଙ୍ଗୀର ଗସ୍ତ ସମୟରେ ଫରେଷ୍ଟ କନଫରେନ୍ସ ହଲ୍ରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗୀୟ କାର୍ୟ, ଉନ୍ନୟନ ଯୋଜନା ଓ ଲୋକମୁଖୀ ପ୍ରକଳ୍ପ ଉପରେ ମନ୍ତ୍ରୀ ତଦାରଖ କରିଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!