This browser does not support the video element.
ବୀରମହାରାଜପୁର: ଚଡ଼ାଇପଙ୍କ ଉଚ୍ଚ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 5, 2025
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଢେଇପଙ୍କ ଉଚ୍ଚ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ପ୍ରାୟ 12 ତ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ତରଫରୁ ଆୟୋଜିତ ଏହି ସମୀକ୍ଷା ବୈଠକକୁ ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର, ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରୀ ଆ ଯୋଗ ଦେଇ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ମାଧ୍ୟାନ୍ନ ଭୋଜନ ଯୋଜନା ରେ ବ୍ୟବହୃତ ନଥିପତ୍ର ଯାଞ୍ଚ, ମଧ୍ୟନ୍ନ ଭୋଜନ ପ୍ରସ୍ତୁତି ରେ ସ୍ବଚ୍ଛତା ଉପରେ