Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆରମ୍ଭ, ବ୍ରାହ୍ମଣୀ ନଦୀ କୂଳରୁ ହେଲା ମାଟି ଅନୁକୁଳ

Dhenkanal Sadar, Dhenkanal | Aug 31, 2025
ଢେଙ୍କାନାଳର ଗଣପର୍ବ ମା ଗଜଲକ୍ଷ୍ମୀ ଆସନ୍ତା ଅକ୍ଟୋବର ୬ ତାରିଖରେ ଧରାବତର କରି ଭକ୍ରମାନଙ୍କୁ ଦର୍ଶନ ଦେବେ। ସେଥିପାଇଁ ଆଜି ରାଧା ଅଷ୍ଟମୀଠାରୁ ଢେଙ୍କାନାଳ ସହର ଚଳଚଞ୍ଚଳ ହୋଇଉଠିଲାଣୀ । ପ୍ରତିବର୍ଷ ଭଳି ରାଧା ଅଷ୍ଟମୀଠାରୁ ମୀନା ବଜାର ପକ୍ଷରୁ ମାଙ୍କ ମୃଣ୍ମୟୀ ପ୍ରତିମା ପାଇଁ ମାଟି ଅନୁକୁଳ କାର୍ଯ୍ୟ ଅନୁଷ୍ଠିତ ହୁଏ । ସେଥିପାଇଁ ଆଜି ରବିବାର ୮ଟାରୁ ମୀନା ବଜାର ପକ୍ଷରୁ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚି ବିଭିନ୍ନ ରିତିନୀତିରେ ପୂଜାପାଠ କରାଯାଇ ବ୍ରାହ୍ମଣୀ ନଦୀ କୂଳରୁ ମାଟି ଅଣାଯାଇଛି ।
Read More News
T & CPrivacy PolicyContact Us