This browser does not support the video element.
ଝରିଗାଁ: ପ୍ରବଳ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଗଲା ଛଅ ପ୍ରାଣୀଙ୍କ ଜୀବନ
Jharigan, Nabarangpur | Sep 28, 2025
ଭୀଷଣ ବର୍ଷାରେ ଭାଙ୍ଗିଲା ଘର ଅଳ୍ପକେ ବର୍ତିଗଲା କୁନି କୁନି ଛୁଆଙ୍କ ସମେତ ପରିବାରର ଛଅ ଜଣ ଙ୍କ ଜୀବନ, ଝରୀଗାଁ ତାଲିଅମ୍ବା ଠାରେ ରହିଆସୁଥିବା ନିରମଣି ଙ୍କ ମାଟି ଘର ଏବେ ଭୁଶୁଡି ପଡିଛି, ତୁହାକୁ ତୁହା ବର୍ଷା ପଡୁଥିବା ବେଳେ କୁନି କୁନି ଛୁଆଙ୍କୁ ନେଇଁ କେଉଁଠି ଆଶ୍ରୟ ନେବ ନିରମଣି ଏବେ ଚିନ୍ତାରେ, ଯାହା ଦେଖିବାକୁ ମିଳିଛି ନିରମଣି ର ଗୋଟିଏ ଗୋଡ଼ ଆଜକୁ ମାସେ ହେବ ଚାଲୁନଥିବା ବେଳେ ଏହି ନିରୀହ ପରିବାର ର ଦୁଃଖ ଏବେ ଦୁଇଗୁଣ ବଢିଯାଇଛି, ତତ୍କାଳୀନ ସରକାରରେ ନିରମଣି ଅନେକ ଥର ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ ବି ଏଇ ନିରମଣ