Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ନରେନ୍ଦ୍ରକୋଣ ବିଶ୍ୱଶ୍ୱରୀ ଲେନରେ ଦେଶୀମଦ ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଦୁଇ ଗିରଫ l

Puri M, Puri | Sep 8, 2025
ନରେନ୍ଦ୍ର କୋଣ ବିଶ୍ୱଶ୍ୱରୀ ଲେନ ରେ ଦେଶୀ ମଦ ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଦୁଇ ଜଣ ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ କୁମ୍ଭାରପଡା ଥାନା ଅଧୀନ ନରେନ୍ଦ୍ର କୋଣ ବିଶ୍ୱଶ୍ୱରୀ ଲେନ ର ଦୀନବନ୍ଧୁ ଭୋଇ,ରଞ୍ଜୁ ଦେଇ, l ଅଭିଯୁକ୍ତ ଙ୍କ ଠାରୁ ଅବକାରୀ ପୋଲିସ ଦେଶୀ ମଦ ଜବତ କରିଛି l ଆଜି ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us