This browser does not support the video element.
ଢେଙ୍କାନାଳ ସଦର: ନିହଲ ପ୍ରସାଦ ଥାନା ଅଞ୍ଚଳ ପଥର ଖଣିର ଶ୍ରମିକ ମୃତ
Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅଞ୍ଚଳର ଏକ ପଥର ଖଣିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ବାଲିକିଆରୀ ଗ୍ରାମର ଜିତୁ ତିରିଆ ନାମକ ଯୁବକ ଶ୍ରମିକ ଭାବେ ୨ବର୍ଷ ହେବ ଖଣିରେ କାମ କରି ଆସୁଛନ୍ତି । ଆଜି ସକାଳେ କାମକରୁଥିବା ବେଳେ ଜିତୁ ପାହାଡ ଉପରୁ ତଳକୁ ଖସିପଡି ଗୁରୁତର ଭାବେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ | ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।ମୃତ୍ୟୁକୁ ନେଇ ସନ୍ଦେହ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ।