Download Now Banner

This browser does not support the video element.

ଢେଙ୍କାନାଳ ସଦର: ବାଲିକିଆରି ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ବାଲିକିଆରି ଗ୍ରାମରେ ଗୁରୁବାର ସକାଳେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ବାଲିକିଆରି ଗ୍ରାମର ପ୍ରକାଶ ସାହୁ ଗ୍ରାମ ନିକଟକୁ ଫୁଲ ତୋଳିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
Read More News
T & CPrivacy PolicyContact Us