Download Now Banner

This browser does not support the video element.

ଆଠମଲ୍ଲିକ: ମଦ ଜବତ ଜଣେ ଗିରଫ ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ଟାପ ଢୋଲ ଅଞ୍ଚଳ ରେ ଚଢ଼ାଉ କରି ଗୋକୁଳା ନନ୍ଦ ଙ୍କ ଠାରୁ 15 ଲିଟର ଚୋରା ଦେଶୀ ମହୁଲି

Athmallik, Angul | Sep 6, 2025
ମଦ ଜବତ କରିଛି l ଏଥିସହ ତାଙ୍କୁ ଗିରଫ କରା ଯାଇଛି l ଏ ନେଇ ନମ୍ବର 251/25 ରେ ଏକ ମାମଲା ରୁଜୁ କରା ଯାଇଛି l ପୋଲିସ କହିଛି ଜେ ଗୋକୁଳା ଚୋରା ମଦ ବିକ୍ରି କରିବା ପାଇଁ ଏକ ଜାରକିନି ମାଧ୍ୟମ ରେ 15 ଲିଟର ମଦ ନେଉଥିବା ବେଳେ ପୋଲିସ ଖବର ପାଇଁ ଚଢ଼ାଉ କରି ଗିରଫ କରିଥିଲା l ଏ ନେଇ ଠାକୁର ଗଡ଼ ପୋଲିସ ଶନିବାର ସନ୍ଧ୍ୟା 6 ଟା ରେ ସୂଚନା ଦେଇଛି
Read More News
T & CPrivacy PolicyContact Us