Download Now Banner

This browser does not support the video element.

ମାଲକାନଗିରି: ଏମଭି ୫ ଗ୍ରାମର ଖେଳ ପଡ଼ିଆରେ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Malkangiri, Malkangiri | Sep 1, 2025
ଆଜି ମାଲକାନଗିରି ଜିଲ୍ଲା ଏମଭି ୫ ଗ୍ରାମର ଖେଳ ପଡ଼ିଆରେ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନ କରିଥିବା ବେଳେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ବ୍ଲକ ବିଧାୟକ ପ୍ରତିନିଧି ସତ୍ୟ ଶରଣ ପାଲଙ୍କ ସହିତ ଅନ୍ୟ ଅତିଥି ଓ ଅର୍ଗାନାଇଜର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚ ଏମଭି ୫ ଦଳ ସହ ତଣ୍ଡାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us