Download Now Banner

This browser does not support the video element.

ରେଢାଖୋଲ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ବଡବାହାଲ ଓ ମାଉସୀ ମା ମନ୍ଦିର ପରିସରରେ ବିଜୟା ଦଶମୀ ଉତ୍ସବ ପାଳନ

Rairakhol, Sambalpur | Sep 29, 2025
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶେହ ବର୍ଷ ପୁର୍ତି ଅବସରରେ ରେଢ଼ାଖୋଲ ଖଣ୍ଡର ବଡବାହାଲ ଓ ମାଉସୀ ମାଁ ମନ୍ଦିର ପରିସରରେ ସୋମବାର ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ବଡବାହାଲର ଆର‌ଏମସି କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ସଦାନନ୍ଦ ପ୍ରଧାନ , ବକ୍ତା ଭାବେ ମାନନୀୟ ଖଣ୍ଡ ସଂଘ ଚାଳକ ସନ୍ତୋଷ ରଥ ଯୋଗ ଦେଇ ହିନ୍ଦୁ ଏକତା, ଜାତୀୟ ମମତା ଓ ରାଷ୍ଟ୍ର ଭକ୍ତି ଉପରେ ମତ ରଖି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଞ୍ଚ ପରିବର୍ତ୍ତନ ଏବଂ ବିଜୟା ଦଶମୀ ବିଷୟରେ ଉଦ‌ବୋଧନ ଦେଇଥିଲେ
Read More News
T & CPrivacy PolicyContact Us