Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ କୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ

Bhadrak Rural, Bhadrak | Sep 12, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ କୁ ଦିର୍ଘ ୨୬ ଦିନ ବିତିଯାଇଥିଲେ ମଧ୍ୟ ସରକାର ଙ୍କ ପକ୍ଷରୁ କିଛି ସୁଫଳ ମିଳିନାହିଁ । ଆନ୍ଦୋଳନ ରେ ବସିଥିବା କର୍ମଚାରୀ ମାନଙ୍କୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଲେ ଚାନ୍ଦବାଲି କଂଗ୍ରେସ ର ଯୁବନେତାଓସମାଜସେବୀ ସତ୍ୟାନନ୍ଦରାଉତପହଞ୍ଚିଅଧ୍ୟାପକଅଧ୍ୟାପିକାମାନଙ୍କଦାବିକୁସହମତି ଜଣାଇଛନ୍ତି।ମହାବିଦ୍ୟାଳୟରେଅଧ୍ୟାପକଓକର୍ମଚାରୀମାନେ ଅନିର୍ଦ୍ଦିଷ୍ଟକାଳପର୍ଯ୍ୟନ୍ତକଲମଛାଡ଼କାର୍ଯ୍ୟବନ୍ଦଆନ୍ଦୋଳନଜାରି ରଖିଛନ୍ତି।ଆଜିଦିନ୧୦ଘଟିକାସମୟରେଧାରଣାସ୍ଥଳରେପହଞ୍ଚିସମର୍ଥନଯଣାଇଛନ୍ତି
Read More News
T & CPrivacy PolicyContact Us