Download Now Banner

This browser does not support the video element.

ଜଗତସିଂହପୁର: ବିଧାୟକଙ୍କ ଗୋପାଳସାଗର ଆବାସିକ କାର୍ଯ୍ୟଳୟରେ ନାଉଗାଁ ଓ ଜଗତସିଂହପୁର ଅଞ୍ଚଳର ଲୋକଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Jagatsinghapur, Jagatsinghpur | Sep 7, 2025
ବିଧାୟକଙ୍କ ଗୋପାଳସାଗରସ୍ଥିତ ଆବାସିକ କାର୍ଯ୍ୟଳୟରେ ଜନସାଧାରଣମାନଙ୍କର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଆଜି ସକାଳ ୯ ଟା ସମୟରେ ଆରମ୍ବ ହୋଇଥିବା ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଜଗତସିଂହପୁର ଓ ନାଉଗାଁ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସେମାନଙ୍କର ଆପତ୍ତି ଅଭିଯୋଗ କରିଥିଲେ ଏବଂ ବିଧାୟକ ଅମରେନ୍ଦ୍ର ଦାସ ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରି ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବାର ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us