Download Now Banner

This browser does not support the video element.

ତେଲକୋଇ: ଉଦୟଗିରି ଏକର ଏକର ପରିମିତ ବାଇଗଣ ଚାଷ କରି , ଆଜିର ଯୁବ ପିଢି ଉଦାହରଣ ପାଲଟିଛନ୍ତି

Telkoi, Kendujhar | Sep 19, 2025
ଉଦୟଗିରି ଯୁବଚାଷି ମାନେ ବାଇଗଣ ଚାଷକରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛନ୍ତି ,ସୁ ଦୂର କୁ ଦାଦନ ଖଟିବାକୁ ନଯାୟୀ ଏବେ ଯୁବ ଚାଷି ମାନେ ନିଜ ଗାଁରେ ସ୍ୱାବଲମ୍ବି ହୋଇ ଉଦାହରଣ ପାଇଟି ଛନ୍ତି । ଆଜିର ଯୁବ ପିଢିକୁ ପ୍ରେରଣାର ଉତ୍ସ ଦେଖାଉଛନ୍ତି ,ଏବଂ ୨୦ ରୁ ଅଧିକ ପରିବାର ର ଯୁବକଙ୍କୁ ଶ୍ରମକ ଭାବେ ନିଯୁକ୍ତି ଦେଇଛନ୍ତି ।ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗାଁର ଯୁବ ଚାଷି ପ୍ରଭାତ ସାହୁ, ପ୍ରସାନ୍ତ ସାହୁ , ଚିନ୍ତାମଣି ସାହୁ , ଯଦିଓ ସରକାରଙ୍କ ଯୋଜନା ଯୋଗାଇ ଦେଲେ ଆଗକୁ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଉନ୍ନତ ପ୍ରଣାଳିରେ ପନିପରିବା କରିପାରିବେ।ଆଜି ଅପରାହ୍ନ ୫.୩୦ ମି
Read More News
T & CPrivacy PolicyContact Us