This browser does not support the video element.
ଢେଙ୍କାନାଳ ସଦର: ଝାରଗାଡିଆ ନିକଟ ରିଲା ଏନ୍ସ କମ୍ପାନୀ ସମୁଖରେ ଜମିହରା ପ୍ରଜାଙ୍କ ଧାରଣା
Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ ସଦର ଥାନା ଝାରଗାଡିଆ ନିକଟରେ ଥିବା ରିଲା ଏନ୍ସ କମ୍ପାନୀ ସମୁଖରେ ଗୁରୁବାର ଦିନ ପୁଣି ଜମିହରା ପ୍ରଜାମାନେ ଧାରଣା ଦେଇଛନ୍ତି । ସୂଚନା ମୁତାବକ ଏଠାରେ ପୂର୍ବରୁ ପଲିଷ୍ଟର କାରଖାନା ପାଇଁ ସ୍ଥାନୀୟ ପ୍ରଜା ମାନଙ୍କଠାରୁ ବିଭିନ୍ନ ପ୍ରତିଶୃତି ଦେଇଥିଲେ। କୌଣସି କାରଣ ବସତଃ ପଲିଷ୍ଟର କାରଖାନା ରିଲାନ୍ସକୁ ବିକ୍ରି କରିଦେଇ ଚାଲିଯାଇଛି। ରିଲାନ୍ସ କମ୍ପାନୀ କାମ ଆରମ୍ଭ କରିଲାଣି ହେଲେ ସ୍ଥାନୀୟ ଜମିହରା ପ୍ରଜାମାନଙ୍କୁ ଜଣାଇ ନଥିଲେ l ସ୍ଥାନୀୟ ଜମିହରା ପ୍ରଜା ଜାଣିବା ପରେ ବାରମ୍ବାର ଥଇଥାନ ପାଇଁ ଆନ୍ଦୋଳନ କରିଛନ୍ତି ହେଲେ କେବଳ ପ୍ରତିଶୃତି ମିଳିଛି।