Download Now Banner

This browser does not support the video element.

ବୀରମହାରାଜପୁର: ବିସିପଡା ପରମେଶ୍ୱରି ହାଇସ୍କୁଲ ଠାରେ ସମୂହ ବ୍ଲକ ସ୍ତରୀୟ ଖେଲ କୁଦ ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଗୋଷ୍ଠୀ ଶିକ୍ଷା ଧିକାରି

Biramaharajpur, Subarnapur (Sonepur) | Aug 25, 2025
ଉଲୁଣ୍ଡା ବ୍ଲକ ବିସିପଡା ବ୍ଲକ ପରମେଶ୍ୱରି ହାଇସ୍କୁଲ ଠାରେ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ବିଦ୍ୟାଳୟ ସମୂହ ବ୍ଲକ ସ୍ତରୀୟ ଖେଳ କୁଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠୁଟ ହୋଇଯାଇଛି l ପ୍ରଧାନ ଶିକ୍ଷକ କେଶବ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଇଓ ଅଜୟ ଲୁହା ଏବଂ ସମ୍ମାନିତ ଅତିଥି ଭାବରେ ଏବିଇଓ ଯୋଗେଶ୍ୱର ଦାସ, ଉଲୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ କୁମ୍ଭାର,ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିକାନ୍ତ ଭୋଇ ଯୋଗଦେଇ ମଂଚାସୀନ ହ
Read More News
T & CPrivacy PolicyContact Us