Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

Kabisuryanagar, Ganjam | Sep 11, 2025
ବେଗୁନିଆପଡା ବ୍ଲକର ବାପୁଜୀ ଷ୍ଟାଡିୟମ ଠାରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବୁଧବାର ଓ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଉଦଜାପନୀ ଉତ୍ସବରେ ଏ ଵି ଇ ଓ ସୋମନାଥ ସେଠି, କ୍ରୀଡା ଶିକ୍ଷକ ସଂଘ ର ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସଂପାଦକ ଭଗବାନ ପଣ୍ଡା ଓ ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ଉପସ୍ଥିତ ରହି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ ବେଗୁନିଆପଡା, ସୁମଣ୍ଡଳ, ତାଳସର ଓ ଫାଶୀ ଜୋନ ସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us