Download Now Banner

This browser does not support the video element.

ନୟାଗଡ ସଦର: କାନନ କମ୍ପାନୀ ତରଫରୁ ସୃଜନ ହଲରେ ଫଟୋଗ୍ରାଫରଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

Nayagarh Sadar, Nayagarh | Aug 26, 2025
ଫଟୋଗ୍ରାଫରଙ୍କୁ ନୂଆ ଟେକ୍ନୋଲୋଜି ବିଷୟରେ ଜଣାଇବା ପାଇଁ CANON କମ୍ପାନୀ ତରଫରୁ ଆଜି11ଘଟିକା ସମୟ ରେ ଏକ କର୍ମଶାଳା ନୟାଗଡ DRDA ର ସୃଜନ ହଲରେ ଅନୁଷ୍ଠିତ ହୋଇଯାଇଅଛି | ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଇଁ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପୁରୁଣା ଅନୁଭୂତି ବଖାଣି ଥିଲେ ଓ ବରିଷ୍ଠ ଫଟୋଗ୍ରାଫର ମାନଙ୍କୁ ସମ୍ମାନିତ କରାଯାଇ ବିଭିର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା | ଏହି ଅବସରରେ ଜିଲ୍ଲାର ପ୍ରାୟ ୭୦ ଜଣ ଫଟୋଗ୍ରାଫର ଯୋଗ ଦେଇଥିଲେ | ପାଣୁ ଚରଣ ଖଟେଇ ମଂଚ ପରିଚାଳନା କରିଥିବା ବେଳେ ବଳଭଦ୍ର ସ୍ବାଇଁ, ନାରାୟଣ ବେହେରା,ସୁରେନ୍ଦ୍ର କୁମାର ସାହୁସହଯୋଗ କରିଥିଲେ
Read More News
T & CPrivacy PolicyContact Us