Download Now Banner

This browser does not support the video element.

ଧର୍ମଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାଁ ପ୍ରତି ଅଶାଳୀନ ମନ୍ତବ୍ୟ ବିରୋଧରେ ବିଜେପି ର ଧର୍ମଗଡ ରେ ପ୍ରତିବାଦ ଓ କୁଶପୁତ୍ତଳିକା ଦାହ ।

Dharamgarh, Kalahandi | Sep 1, 2025
କିଛିଦିନ ତଳେ ବିହାର ରାଜ୍ୟର ଦରଭଙ୍ଗାରେ ଏକ ଜନସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତାଙ୍କ ପ୍ରତି କରିଥିବା ଅଶ୍ଳୀଳ ଅପଶବ୍ଦକୁ ସୋମବାର ସକାଳ ୧୦ ଟାରେ ଧର୍ମଗଡ ବିଜେପି ପକ୍ଷରୁ ଦୃଢ ବିରୋଧ କରିବା ସହ ଧର୍ମଗଡ ରାଜ ହୋଟେଲ ରୁ ନଗର ପରିକ୍ରମା କରି ଧର୍ମଗଡ ଚାରିଛକ ଠାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ କୁଶପୁତ୍ତଳିକା ଦାହ କରିଥିଲେ
Read More News
T & CPrivacy PolicyContact Us