Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ମେଟାଗୁଡ଼ା ଜଙ୍ଗଲରେ ଏକ ଗୁପ୍ତ ନକ୍ସଲ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି କାରଖାନାକୁ ଠାବ କରି ଯବାନ ମାନେ ଧ୍ୱଂସ କଲେ

Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ମେଟାଗୁଡ଼ା ଜଙ୍ଗଲରେ ଏକ ଗୁପ୍ତ ନକ୍ସଲ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି କାରଖାନାକୁ ଠାବ କରି ଯବାନ ମାନେ ଧ୍ୱଂସ କରିଛନ୍ତି। ସୂଚନା ଅନୁଯାୟୀ ଡିଆରଜି ଓ କୋବରା ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ମାଓ ଉପଦ୍ରବ ମେଟାଗୁଡା ଜନଗଳରେ ତଲାସି ଅଭିଯାନ କରୁଥିଲେ। ଏହି ସାମୀରେ ଯବାନ ମାନେ ମାଓବାଦୀଙ୍କ ଦ୍ଵାରା ଲୁକ୍କାୟତ ଭାବେ କରାଯାଇଥିବା ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତିଆରି କାରଖାନାକୁ ଯବାନ ମାନେ ଠାବ କରିଥିଲେ।
Read More News
T & CPrivacy PolicyContact Us