This browser does not support the video element.
ଓରିଏଣ୍ଟ: ବ୍ରଜରାଜନଗର ରାମପୁର ଠାରେ ଭଗବାନ ଗଜାନନ ଶ୍ରୀ ଗଣେଶ ଙ୍କର ଭଷାଣି ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ
Orient, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରାମପୁର ଠାରେ ଭଗବାନ ଗଜାନନ ଶ୍ରୀ ଗଣେଶ ଙ୍କର ଭଷାଣି ଶୋଭାଯାତ୍ରା ଆଜି ସନ୍ଧ୍ୟା ସାତଟା ସମୟରେ ଧୁମାଧମରେ ଅନୁଷ୍ଠିତ ହୋଇଯାଇଛି। ଡିଜେ ବାଜା ରୋଷଣୀର ତାଳେତାଳେ ରାମପୁର ଗଣେଷ ପୂଜା କମିଟି ପକ୍ଷରୁ ଶ୍ରୀ ଗଣେଶଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଭଷାଣି ଶୋଭାଯାତ୍ରାରେ କମିଟିର ସମସ୍ତ ସଦସ୍ୟ ଙ୍କ ସମେତ ଅଞ୍ଚଳର ଅନେକ ଭକ୍ତ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଆଲୋକମାଳା ଓ ଡିଜେ, ପାରମ୍ପରିକ ବାଦ୍ୟର ତାଳେ ତାଳେ ବିଘ୍ନହର୍ତା ଶ୍ରୀ ଗଣେଷ