Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ବାଲିପ୍ଲଟ ମାଛ ଧରା ବୋଟରେ ପଶିଲା ବିଷାକ୍ତ ସାପ

Jagatsinghapur, Jagatsinghpur | Aug 27, 2025
ପାରାଦ୍ୱୀପ ବାଲିପ୍ଲଟରେ ମାଛଧରା ବୋଟରେ ପଶିଗଲା ବିଷାକ୍ତ ସାପ, ବିଷାକ୍ତ ସାପକୁ ଦେଖି ଭୟଭୀତ ହୋଇ ପଡିଲେ ମତ୍ସ୍ୟଯିବି । ବୋଟ ଛାଡି ତଳକୁ ଓହ୍ଲାଇ ଆସିଲେ ସମସ୍ତ ମତ୍ସ୍ୟଯିବି ଓ କର୍ମଚାରୀ । ପରେ ଖବର ପାଇଁ କୁଜଙ୍ଗ ଅଞ୍ଚଳର ସ୍ନେକମ୍ୟାନ ବାବୁନି ବାବା ପହଞ୍ଚି ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ସାପଟିକୁ କାବୁ କରିଥିଲେ । ଏଭଳି ଘଟଣା ଆଜି ସକାଳ ୯ ଟା ସମୟରେ ଘଟିଛି ।
Read More News
T & CPrivacy PolicyContact Us