Download Now Banner

This browser does not support the video element.

ଧର୍ମଶାଳା: ଗଉଡ଼ତଳି ଠାରେ ଅନନ୍ତ ଶୟନ ପୂଜା ଉତ୍ସବରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 10, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଖର ଗ୍ରାମପଞ୍ଚାୟତ ସ୍ଥିତ ଗଉଡ଼ତଳି ଠାରେ ଅନନ୍ତ ଶୟନ ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଥିବା ଦେଖିବାକୁ ମିଳିଛି । ଗଉଡ଼ତଳି ଠାରେ ଅନନ୍ତ ଶୟନ ପୂଜା ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଅନନ୍ତ ନାରାୟଣଙ୍କ କୃପା ଲାଭ କରିଥିବା ମଙ୍ଗଳବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us