Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା କଂଗ୍ରେସ ଭବନରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଏଆଇସିସି ପର୍ଯ୍ୟବେକ୍ଷକ

Malkangiri, Malkangiri | Sep 13, 2025
ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନରେ କଂଗ୍ରେସର ମାଲକାନଗିରି ବ୍ଲକ ଓ ମାଲକାନଗିରି ପୌରପରିଷଦ ସଂଗଠନର ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏଆଇସିସି ପର୍ଯ୍ୟବେକ୍ଷକ ରାଘବେନ୍ଦ୍ର ସିଂ, ପିସିସି ପର୍ଯ୍ୟବେକ୍ଷକ ବାଲୁଙ୍କେଶ୍ୱର ନାୟକ, ମାଲକାନଗିରି କଂଗ୍ରେସ ଜିଲ୍ଲା ସଂଯୋଜକ ଜି ଶ୍ରୀନିବାସ ରାଓ, ପୂର୍ବତନ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ିଙ୍କ ସହିତ କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଦଳ କିପରି ସୃଦୃଢ଼ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
Read More News
T & CPrivacy PolicyContact Us