Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଠାରେ ପୋଲିସ ନିକଟରେ ଦୁଇ କୁଖ୍ୟାତ ମାଓବାଦୀ ଙ୍କ ଆତ୍ମସମର୍ପଣ

Malkangiri, Malkangiri | Aug 21, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରେ ପୋଲିସ ନିକଟରେ ଦୁଇ ମାଓବାଦୀ ଙ୍କ ଆତ୍ମସମର୍ପଣ। ଏହି ଦୁଇ ମାଓବାଦୀ ଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ରହିଛନ୍ତି। ମହିଳା ମାଓବାଦୀ ଙ୍କ ନାମରେ ୨୦ଲକ୍ଷ ର ଇନାମ ରହିଥିବା ବେଳେ ଉଭୟ ମାଓବାଦୀ ସାଧାରଣ ଜୀବନ ଯାପନ ପାଇଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us