This browser does not support the video element.
ତାଳଚେର ସଦର: ତାଳଚେର ବସଷ୍ଟାଣ୍ଡରେ ମାଡ଼ ମାରି ଚାନ୍ଦା ମାଗିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
Talcher Sadar, Angul | Aug 25, 2025
ଗତ ତା ୨୪.୦୭.୨୦୨୫ ରଖ ଦିନ ଅଭିଯୋଗକାରୀ ସତ୍ୟ ପ୍ରକାଶ ନାଏକ ଯାହାଙ୍କ ଘର ବନରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଈ ଗ୍ରାମର ଅଟେ ଗଣେଶ ଠାକୁରଙ୍କ ମୂର୍ତ୍ତି କିଣିବା ପାଇଁ ତାଳଚେର ଆସିଥିଲେ, ସେମାନେ ବସ ଷ୍ଟାଣ୍ଡ ନିକଟରେ ଥିବା ବେଳେ ଦୁଇ ଜଣ ଯୁବକ ଯାହାଙ୍କ ନାମ ଜଗନ ନାଏକ ଘର ୱାର୍ଡ ନମ୍ବର, ୧୧ ଓ ସୁଶୀଲ ନାଏକ ଯାହାଙ୍କ ଘର ଚାଉଳିଆକୁଟା ଉଭୟଙ୍କର ଥାନା- ତାଳଚେର ଜିଲା-ଅନଗୁଳ ତାଙ୍କୁ ଗଣେଶ ପୂଜା କରିବା ପାଇଁ ଚାନ୍ଦା ମାଗିଲେ ଓ ସେ ଚାନ୍ଦା ନଦେବାରେ ତାଙ୍କୁ ଜଗନ ନାଏକ ଓ ସୁଶୀଲ ନାଏକ ଅଶ୍ଳୀଳ ଭାଷା ରେ ଗାଳି କରି ମାଡ ପିଟ କରିଥିଲେ ।