Download Now Banner

This browser does not support the video element.

ଝରିଗାଁ: ଉମରକୋଟ ଝରୀଗାଁ ନିର୍ମାଣାଧୀନ ରାସ୍ତା ରେ ପଡି ବାପ ପୁଅ ଗୁରୁତର,

Jharigan, Nabarangpur | Sep 21, 2025
ରାସ୍ତା ନିର୍ମାଣରେ ଯାତ୍ରୀଙ୍କ ସୁରକ୍ଷା କୁ ନେଇ ଅଣଦେଖା। ଉମରକୋଟ ଝରୀଗାଁ ନିର୍ମାଣାଧୀନ ରାସ୍ତା ରେ ପଡି ବାପ ପୁଅ ଗୁରୁତର, ସୂଚନା ପ୍ରକାରେ ଉମରକୋଟ ମୁର୍ତ୍ତୁମା ଗ୍ରାମପଞ୍ଚାୟତ ଅମ୍ବାଗୁଡା ଗ୍ରାମର ସୁରେନ୍ଦ୍ର ଭତ୍ରା ଓ ତାଙ୍କ ପାଞ୍ଚ ବର୍ଷର ପୁଅ ଯୋଗେନ୍ଦ୍ର ଭତ୍ରା ଝରୀଗାଁ ଅଂଚଳରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରକୁଯାଇ ଫେରୁଥିବା ବେଳେ ଏକମ୍ବା ନିକଟ ଅଂଚଳା ଛକରେ ରାସ୍ତା କୁ ଲାଗି ଖୋଳା ଯାଇଥିବା ଗାତରେ ପଡିଯାଇଥିଲେ।ଫଳରେ ଉଭୟ ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ଅଟୋ ଯୋଗେ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ନବରଙ
Read More News
T & CPrivacy PolicyContact Us