Download Now Banner

This browser does not support the video element.

ଗୋବିନ୍ଦପୁର: ଗୋବିନ୍ଦପୁର କଲ୍ୟାଣ ମଣ୍ଡପ ଠାରେ ଦୁର୍ଗାପୂଜା ପରିଚାଳନା ପାଇଁ କମିଟି ଗଠିତ

Govindpur, Sambalpur | Sep 2, 2025
ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସର ଚଳିତ ବର୍ଷ ପାଇଁ ପରିଚାଳନା କମିଟି ଗଠିତ ହୋଇଯାଇଛି। ଗୋବିନ୍ଦପୁର ଦୁର୍ଗାପୂଜା ର ସୁପରିଚାଳନା କୁ ନେଇ ଅବସରପ୍ରାପ୍ତ କ୍ୟାପଟେନ ମହେନ୍ଦ୍ର ପୃସେଠ ଙ୍କୁ ସଭାପତି, ଚନ୍ଦନ ସାହୁ ଉପ ସଭାପତି, ସଂଗଠକ ସନ୍ଦୀପ କୁମାର ଖଣ୍ଡେଲୱାଲ, ସାଧାରଣ ସମ୍ପାଦକ, ପ୍ରକାଶ ସାହୁ ଓ ଅଙ୍କିତ ପାଲ ଯୁଗ୍ମ ସଂପାଦକ, ଉମେଶ ସାହୁ ସହ କୋଷାଧ୍ୟକ୍ଷ ଏବଂ ସହ କୋଷାଧ୍ୟକ୍ଷ ଭାବେ ତରୁଣ ସିଙ୍ଗଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି।
Read More News
T & CPrivacy PolicyContact Us