Install App
abmahapatra2006
This browser does not support the video element.
ନୂଆପଡା: ଏଗାରତମ ଦିନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଚାଲିଥିବା ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ଜିଲ୍ଲା ସିଭିଲ ବାର ର ସମର୍ଥନ
Nuapada, Nuapada | Aug 21, 2025
ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଚାଲିଥିବା ରାଜସ୍ବ ଅମଲା ସଂଘର ଆନ୍ଦୋଳନ ଆଜି ଏଗାର ତମ ଦିନରେ ପହଂଚିଛି।ଆଜି ଆନ୍ଦୋଳନ କୁ ଜିଲ୍ଲା ସିଭିଲ ବାର ସମର୍ଥନ ଜଣାଇଛି।ଆଜି ଦିନ ଏଗାରଟା ସମୟରେ ଜିଲ୍ଲା ସିଭିଲ ବାର ର ପୂର୍ବତନ ସଭାପତି ସୁଶାନ୍ତ କୁମାର ପତି ଆନ୍ଦୋଳନ ସ୍ଥଳ କୁ ଯାଇ ଅମଲା ଙ୍କ ଦାବି କୁ ଯଥାର୍ଥ କହିବା ସହ ରାଜ୍ୟ ସରକାର ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!