Install App
bandita123
This browser does not support the video element.
ବଡଚଣା: ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ପରିସରରେ ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗଦେଲେ ବିଧାୟକ
Badachana, Jajpur | Dec 2, 2024
ଯାଜପୁର ଜିଲ୍ଲା ଛତିଆ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ସର୍ବଭାରତୀୟ ଓପନ ହ୍ୟାଣ୍ଡବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ବିଭିନ୍ନ ରାଜ୍ୟରୁ ମୋଟ ୧୨ଟି ଦଳ ଯୋଗଦେଇଥିଲେ। ଫାଇନାଲରେ ଯାଜପୁର ଟିମ କେଉଁଝର ଟିମକୁ ହରାଇ ଚମ୍ପିୟାନ ହୋଇଛି। ଉଦଯାପନୀ ଉତ୍ସବରେ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦେଇ ଚମ୍ପିୟାନ ଟିମକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!