Download Now Banner

This browser does not support the video element.

ଦିଗପହଣ୍ଡି: ଦିଗପହଣ୍ଡି ପୋଲିସ ଷ୍ଟେସନ ମୁଖ୍ୟ ରାସ୍ତାରେ ୩ ଜଣଙ୍କୁ ଧକ୍କା ଦେଲା ମୋଟର ସାଇକେଲ,ଜଣେ ମୃତ,୨ ଜଣ ଗୁରୁତର

Digapahandi, Ganjam | Aug 3, 2024
ଦିଗପହଣ୍ଡି ପୋଲିସ ଷ୍ଟେସନ ମୁଖ୍ୟ ରାସ୍ତାରେ ୩ ଜଣଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେଲା ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ ଜଣଙ୍କ ହେଲେ କେ. ସିୟାତମା ବୟସ ୬୦ ବର୍ଷ ଏବଂ ଗୁରୁତର ଦୁଇଜଣ ହେଲେ ଏ.ବାଲୁ ଏବଂ ଇ.ଜେମା ବୟସ ୪୦ ବର୍ଷ ଏହି ୩ ଜଣଙ୍କ ଘର ଦିଗପହଣ୍ଡି ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ କେ. ସିୟାତମା , ଏ.ବାଲୁ ଏବଂ ଇ.ଜେମା ବିଲକୁ ଧାନ ରୋଇବାକୁ ଚାଲି ଚାଲି ଯାଉଥିଲେ ହେଲେ ପୋଲିସ ଷ୍ଟେସନ ମୁଖ୍ୟ ରାସ୍ତାରେ ବ୍ରହ୍ମପୁର ଆଡୁ ଆସି ଧକ୍କା ଦେଇଥିଲା ।
Read More News
T & CPrivacy PolicyContact Us