This browser does not support the video element.
ବଲାଙ୍ଗୀର: ସଦେଇପାଲି ବାଇପାସ ରୋଡ଼ରେ ବାଇକ ଦୁର୍ଘଟଣା ଜଣେ ଆହତ ମେଡିକାଲରେ ଭର୍ତ୍ତି
Balangir, Balangir | Sep 1, 2025
ସଦେଇପାଲି ବାଇପାସ ରୋଡ଼ରେ ବାଇକ ଦୁର୍ଘଟଣା ଜଣେ ଆହତ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ସଦେଇପାଲି ବାଇପାସ ରୋଡ଼ରେ ବାଇକର ତୀବ୍ର ଗତିରେ ହୋଇଥିବା ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ଛତାମାଖନା ଗ୍ରାମର ଅଞ୍ଜନ ପ୍ରଧାନ ବୋଲି ଜଣାପଡିଛି। ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆଜି ରାତି 10ଟା ସମୟରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।