This browser does not support the video element.
ଗାଇସିଲେଟ୍: ଜେନକେଡ଼ା ରେ ଅବକାରୀ ବିଭାଗର ଚଢ଼ାଉ, ୧୦୪ଲିଟର ଦେଶୀ ରନ୍ଧା ମଦ ଜବତ ସହ ଜଣେ ଗିରଫ
Gaisilet, Bargarh (Baragarh) | Aug 7, 2025
ଆକ୍ସନ ମୁଡ ରେ ପଦ୍ମପୁର ଅବକାରୀ ବିଭାଗ। ଚୋରା ଦେଶୀ ରନ୍ଧା ମଦ କେମିତି ବନ୍ଦ କରାଯାଇ ପାରିବ ସେ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଅବକାରୀ ଥାନା ଇନ୍ସପେକ୍ଟର ସମର୍ଜିତ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀ ଧର ମାଝୀ ନେତୃତ୍ୱରେ ଜେନ କେଡା ରେ ଚଢ଼ାଉ କରାଯାଇଥିଲା। ସେଠାରେ ଜଣଙ୍କ ଠାରୁ ୧୦୪ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ୯ଟା ୨୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଅବକାରୀ ଥାନା