Download Now Banner

This browser does not support the video element.

ବଲାଙ୍ଗୀର: ଦୁହେଲ ଗ୍ରାମ ରେ ଘର ଛାଉଣୀ ରୁ ନାଗ ସାପ, ଉଦ୍ଧାର କାରୀଙ୍କ ଉଦ୍ୟମରେ ସୁରକ୍ଷିତ ଉଦ୍ଧାର

Balangir, Balangir | Sep 8, 2025
ବଲାଙ୍ଗୀର ଜିଲ୍ଲାର ଦୁହେଲ ଗ୍ରାମରେ ଘର ଛାଉନିରୁ ଏକ ବିଷାଳୁ ନାଗ ସାପ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଦୃଷ୍ଟିଗୋଚର ହେବା ପରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ଉଦ୍ଧାର କାରୀ ଙ୍କୁ ଡାକାଯାଇ ସାପକୁ ସୁରକ୍ଷିତ ଭାବରେ ଧରାଯାଇ ଜଙ୍ଗଲ ମଧ୍ୟରେ ଛାଡ଼ାଯାଇଛି ବୋଲି ଉଦ୍ଧାର କାରୀ ଦଳ ର ମହେନ୍ଦ୍ର ସାହୂ ଆଜି ଅପରାହ୍ନ ୫ଟା ସମୟ ରେ ସୁଚନା ଦେଉଛନ୍ତି। ଅଚାନକ ଭାବରେ ଘର ଛାଉନିରୁ ନାଗ ସାପ ମିଳିଥିବାରୁ ଗ୍ରାମରେ କିଛି ସମୟ ପାଇଁ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା।
Read More News
T & CPrivacy PolicyContact Us