Download Now Banner

This browser does not support the video element.

ବୌଦ୍ଧ ସଦର: ବାଘପାଲି ଗ୍ରାମରେ ଅବକାରୀ ଚଢ଼ାଉ ୪୦ଲିଟର ବେଆନ ଦେଶି ମଦ ଜବତ ସାହିର ଆସାମୀକୁ ଗିରଫ କରି ଅଦାଲତର ଦ୍ୱାରସ୍ତ

Baudh Sadar, Boudh (Bauda) | Aug 30, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲାଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ମଧ୍ୟାନ୍ହ ସମୟରେ ପାଖାପାଖି ୧୨ଟା ସମୟରେ, ବୌଦ୍ଧ ଥାନା ଅନ୍ତର୍ଗତ ବାଘପାଲୀ ଗ୍ରାମରେ ବେଆନ ଦେଶି ମହୁଲି ମଦ କାରବାର ହେଉଥିବା ନେଇ l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ସବଇନସ୍ପେକଟର ଶ୍ରୀ ସତ୍ୟନାରୟଣ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉରେ ବାଘପାଲି ଗ୍ରାମର ୫୬ବର୍ଷୀୟ ଦୀନବନ୍ଧୁ ମେହେର ଠାରୁ ବେଆନ ୪୦ଲିଟର ଦେଶି ମହୁଲି ମଦ ଜବତ କରାଯାଇଥିଲା l ଏନେଇ ଆଜି ଅପରାହ୍ନ ପାଖାପାଖି ୪.୩୦ସମୟରେ ଦୀନବନ୍ଧୁକୁ ଅଦାଲତର ଦ୍ୱାରସ୍ତ କରଯାଇଛି l
Read More News
T & CPrivacy PolicyContact Us