This browser does not support the video element.
ସଦର: ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Sadar, Kalahandi | Aug 11, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାକୁ ଝଡ଼ବର୍ଷା ଏବଂ ଝଡ଼ତୋଫାନ ସହ ପୃଷ୍ଠ ପବନ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30ମିନିଟ ପର୍ଯ୍ୟନ୍ତ ୟେଲୋ ୟାର୍ଣ୍ଣି ଜାରୀ କରାଯିବା ସହିତ ଝଡ଼ବର୍ଷା ଏବଂ ଝଡ଼ତୋଫାନ ସହ ପୃଷ୍ଠ ପବନ ସତର୍କତା ଜାରି କରାଯାଇଛି