This browser does not support the video element.
ଛତ୍ରପୁର: ଖଣ୍ଡିଦେଉଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ରକ୍ତଦାନ ଶିବିର, ଯୋଗଦେଲେ ଛତ୍ରପୁର ବିଧାୟକ
Chhatrapur, Ganjam | Sep 30, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ତଥା "ସେବା ପକ୍ଷ" ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଜେପି ପକ୍ଷରୁ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଅୟୋଜିତ ହୋଇଯାଇଛି ଏକ ରକ୍ତଦାନ ଶିବିର। ମଂଗଳବାର ପୂର୍ବାହ୍ନରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।