Download Now Banner

This browser does not support the video element.

ଟିଟିଲାଗଡ: ତୁର୍ଲ୍ଲା ଓ ଶଗଡଘାଟ ଗ୍ରାମରେ ଅନୁଷ୍ଠିତ ନାମଯଜ୍ଞରେ ସାମିଲ ହେଲେ ଟିଟିଲାଗଡ଼ ବିଧାୟକ

Titlagarh, Balangir | Apr 26, 2025
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ଥିତ ତୁର୍ଲା ଏବଂ ଶଗଡ଼ଘାଟ ଗ୍ରାମ ରେ "ଷୋହଳ ପ୍ରହରୀ ନାମ ଯଜ୍ଞ ରେ ସାମିଲ ହେଲେ ବିଧାୟକ ନବିନ ଜୈନ। ପ୍ରଥମେ ତୁର୍ଲ୍ଲା କୁ ଯାଇଥିଲେ ଏବଂ ପରେ ୯ ଟା ସମୟରେ ଶଗଡଘାଟ କୁ ଯାଇ ନାମଯଜ୍ଞ ରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।
Read More News
T & CPrivacy PolicyContact Us